ନେଗେଟିଭ୍‌ ଥିଲେ ବିଏମ୍‌ସି ହସ୍ପିଟାଲ୍‌ରେ ଆଡ୍‌ମିସନ୍

ବିଏମ୍‌ସି ହସ୍ପିଟାଲ୍‌ରେ ଲାଗିଲା ସାନିଟାଇଜ୍‌ର ମେସିନ୍ ପୁରୁଣା ଭୁବନେଶ୍ବର: ବିଏମ୍‌ସି ହସ୍ପିଟାଲ୍‌ରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ରୋଗୀମାନଙ୍କୁ ଆଡ୍‌ମିସନ୍‌ କରାଇବା ପୂର୍ବରୁ କରୋନା ରିପୋର୍ଟ ପ୍ରଦର୍ଶନ କରିବାକୁ କୁହାଯାଇଛି। ନେଗେଟିଭ୍‌ ରିପୋର୍ଟ ଥିବା ରୋଗୀମାନଙ୍କୁ କେବଳ ଆଡମିସନ୍‌ କରାଯାଉଛି। ଅର୍ଥାତ୍ ଏଣିକି ବିନା କରୋନା ରିପୋର୍ଟରେ ବିଏମ୍‌ସି ହସ୍ପିଟାଲରେ ଆଡ୍‌ମିସନ୍ ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସେହିପରି ଯେଉଁ ରୋଗୀ ବହିର୍ବିଭାଗରେ ଡାକ୍ତରଙ୍କ ସହ ସାକ୍ଷାତ ପାଇଁ … Continue reading ନେଗେଟିଭ୍‌ ଥିଲେ ବିଏମ୍‌ସି ହସ୍ପିଟାଲ୍‌ରେ ଆଡ୍‌ମିସନ୍